Type Here to Get Search Results !

IAS ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ


ଭୁବନେଶ୍ୱର :-

IAS ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ପୂର୍ବରୁ ସେ SHG  ତଥା ମହିଳା ସ୍ୱାବଲମ୍ବୀ ବିଭାଗ ବୁଝୁଥିବା ବେଳେ ଆଜି ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଦାୟିତ୍ୱ ଦିଆ ଯାଇଛି । ବ୍ୟୁରୋ ରିପୋର୍ଟ




Post a Comment

0 Comments
* Please Don't Spam Here. All the Comments are Reviewed by Admin.