Type Here to Get Search Results !

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉତଘାଟିତ

 

 ପଦ୍ମପୁର:-

ବରଗଡ ଜିଲ୍ଲା ପଦ୍ମପୁର ସ୍ଥାନୀୟ ରାଜବୋରାସମ୍ବର ଖେଳ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉତଘାଟିତ ହୋଇ ଯାଇଛି  !ସି,ଡି, ଓ ଶ୍ରୀଯୁକ୍ତ ଅମୀୟ କୁମାର ମିଶ୍ରଙ୍କ ପ୍ରାୟୋଜିତ ଏବଂପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲଙ୍କ ତତ୍ୱାବଧାନ ରେ ପଦ୍ମପୁର ବିଧାୟିକା  ବର୍ଷା ସିଂ ବରିହା ମୁଖ୍ୟ ଅତିଥି ରୂପେ ଏହି ମେଳାକୁ ଉତଘାଟନ କରିଥିଲେ  !ଏହି ମେଳା ରେ  ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ହୋଇଅଛି !ସୀମା ଏଣ୍ଟେର ପ୍ରାଇଜେସ  ବରଗଡ, ମା ମାଉସୀ ଟ୍ରେଡ଼ର , R K ଏଗ୍ରୋ ଟ୍ରେଡର ,ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମିଲେଟ ମିଶନ ଓ ଅନ୍ୟାନ୍ୟ କୃଷି ଯନ୍ତ୍ର ପାତି ପୁଣି ବିଭିନ୍ନ ପ୍ରକାରର ଚାରା ଗଛ  ଔଷଧ ଚାରାଗଛ ର  ପ୍ରଦର୍ଶନୀ ହେଉଥିଲା  !ସବା ଶେଷରେ ପଦ୍ମପୁର ବି ଡି  ଓ  ଧନ୍ୟବାଦ ଅର୍ପଣ କରିଥିଲେ !

Post a Comment

0 Comments
* Please Don't Spam Here. All the Comments are Reviewed by Admin.