Type Here to Get Search Results !

ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ


କୋରାପୁଟ:-

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଉଚ୍ଛ ବିଦ୍ୟାଳୟ  ବିଲେଇଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଷ୍ମୀନାରାୟଣ ସାବତ , ଜିଲ୍ଲା ପରିଷଦ ସଭ୍ୟ  ମହନ ଜାନି,  ଜିଲ୍ଲା ପରିଷଦ ସଭ୍ୟା ଯଶୋଧା ଖିଲ, ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ, ହାଟଗୁଡା ସରପଞ୍ଚ ମାଧବ ନନ୍ଦିବାଲି, ବି ଏସ ଏସ ଓ. ଟି ସୁରଭି, ଜୁନିଅର ଆସିଷ୍ଟାଣ୍ଟ ଗୌତମ ଗୁମାଲ, ପିଇଓ ସମରା ଖରା,  ପିଇଓ ରାଜୁପୁଟ ଲତା ପାତ୍ର,  ସେମଲିଗୁଡା  ସିଡିପିଓ  ବିନୋଦିନୀ ବେହେରା, ସୁନାବେଡା ସିଡିପିଓ ମୀନତୀ ବେହେରା, ଗ୍ରାମରୋଜଗାର ସେବକ ମନୋଜ ହିଆଲ, ଡବ୍ଲ୍ୟୁ ଓ  ହରପ୍ରସାଦ ଦାସ,ଏମ ଆଇ କମଲାଶ୍ରୀସିଙ୍ଗ,ଜିପିଓ କେ କେଶବ ସମସ୍ତ ବ୍ଲକ ସରକାରୀ କର୍ମଚାରୀ ସୁନାବେଡା ମୁନ୍ସୀପାଲିଟିର କର୍ମଚାରୀ ଉପସ୍ଥିତ ରହି  ଭିନ୍ନକ୍ଷମ ଶିବିର କୁ ଶୁଭାରମ୍ଭ କରିଥିଲେ, ବ୍ଲକ ର 17 ଗୋଟି ପଞ୍ଚାୟତ ର ଥିବା ଭିନ୍ନ କ୍ଷମ 67,ଦୃଷ୍ଟିହୀନ ୩୨,ଶ୍ରବଣ ଦୁର୍ବଳତା : ୫୦,ଅନ୍ତର୍ନିର୍ବାଚିତ ଅକ୍ଷମତା: ୩୪,ସିକଲସେଲ/ଥାଲାସେମିଆ ୯୮,ସମୁଦାୟ : ୨୮୧ ଜଣଙ୍କ ସ୍ଵାସ୍ତ୍ୟ ପରୀକ୍ଷା କରି ନାମରେ ପଞ୍ଜିକରଣ. ପରେ ପ୍ରମାଣ ପତ୍ର ଦିଆଯାଇଛି. ଏହି କାର୍ଯ୍ୟକ୍ରମକୁ  ସେମିଲିଗୁଡା ବ୍ଲକ ବିଡ଼ିଓ ଙ୍କ ନେତୃତ୍ବ ରେ ଆୟଜିତ କରାଯାଇଥିଲା.

Post a Comment

0 Comments
* Please Don't Spam Here. All the Comments are Reviewed by Admin.