ପୁରୀ :-
ପୁରୀ କୋଣାର୍କ ମେରାଇନ ରୋଡ଼ ସ୍ଥିତ ବଲିହାଟ ଛକ ବେହେରା ସୁଇଟ ପାଖରେ ଏକ ବାଇକ ଦ୍ରୁତ ଗତିରେ ଆସି ଆଗରେ ଥିବା ଏକ କାର ରେ ପିଟି ହେବା ସହ ରାସ୍ତା ଉପରେ ବାଇକ ସହ 20ଫୁଟ ପ୍ରଯ୍ୟନ୍ତ ଖସି ଯାଇଥିଲେ। ବାଇକ ଚାଳକ ଗଙ୍ଗା ନାରାୟଣ ପୁର ଜେନା ସାହି ର ଧଡୁ ଜେନା ବୋଲି ଜଣା ପଡିଛି। କାର ଟି କୋଣାର୍କ ରୁ ଆସି ବେହେରା ସୁଇଟ ପାଖରେ ରଖି ବେହେରା ସୁଇଟ କୁ ଟିଫିନ କରିବା ପାଇଁ ଯାଇଥିବା ବେଳେ, ଧଡୁ ଜେନା, ବାଇକ ରେ ଆସି କାର କୁ ପଛପଟୁ ଧକା ଦେଇଥିଲେ। ପୁରୀ ରୁ ନିରାକାର ମହାରଣା ଙ୍କ ରିପୋର୍ଟ

