Type Here to Get Search Results !

ଖିଦମତ କମିଟି ପକ୍ଷରୁ ୩ ଝିଅ ଙ୍କ ବାହାଘର



ଝାରସୁଗୁଡା :-

ଝାରସୁଗୁଡା ର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଖିଦମତ କମିଟି ପକ୍ଷରୁ ଅନେକ ଜନସେବା ଧର୍ମୀ କାର୍ଯ୍ୟ ହୋଇ ଆସୁଛି। ସେ କୋଭିଡ ସମୟରେ ଖାଦ୍ୟ ବଣ୍ଟନ ହେଉ କି ଅସହାୟ ଲୋକଙ୍କୁ ସୁବନ୍ଦୋବସ୍ତ ସବୁଠି ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ଖିଦମତ କମିଟି।

ଆଜି ପୁଣି ଏହି ସମାଜସେବୀ ସଂସ୍ଥା ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ବ୍ରଜରାଜନଗର ଅଂଚଳର ତିନି ଅସହାୟ ପରିବାର ର ଝିଅଙ୍କୁ ବିବାହ ସରଞ୍ଜାମ ଓ ଆସବାବପତ୍ର ସହ ପୁଣି ସାହାଯ୍ୟ କରିଛି। ଏହା ପୂର୍ବରୁ ଖିଦମତ କମିଟି ୭୦ ରୁ ଅଧିକ ଅସହାୟ ପରିବାର ଝିଅଙ୍କ ବିବାହାରେ ସାହାଯ୍ୟ କରୁଛନ୍ତି। ଏଭଳି କାର୍ଯ୍ୟ କରି ଖିଦମତ କମିଟି ସମାଜ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ବ୍ୟୁରୋ ରିପୋର୍ଟ 

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.