Type Here to Get Search Results !

ଘରେ ଘରେ କଂଗ୍ରେସ... ଘରେ ଘରେ ହାତ....କଂଗ୍ରେସ ପଦଯାତ୍ରା


କୋଲାବିରା :-

କୋଲାବିରା ପଞ୍ଚାୟତ ଅନ୍ତର୍ଗତ ଭେଜିକୁଦ, ସାଲେପାଲି, କୁଳତା ସମାସିଂହା, ତାରେଇକେଲା, ତଥା ସୋଢାମାଳ ଗ୍ରାମ ପଞ୍ଚାୟତ ର ଆମନାପାଲି ରେ ଶତାଧିକ ମହିଳା ଏବଂ ଯୁବକଙ୍କ ଭବ୍ୟ ସ୍ୱାଗତ କରିଥିଲେ ତଥା ଗ୍ରାମବାସୀ ତାଙ୍କର ଅଂଚଳ ର ସମସ୍ତ ସମସ୍ତ ସମସ୍ୟା ବିଷୟରେ ସଭାପତି ଶ୍ରୀ ସିଆରାମ ଦାସ ଙ୍କ ସହିତ ଆଲୋଚନା କରିଥିଲେ। ଏହି ପଦଯାତ୍ରା ରେ ଶ୍ରୀ ଦାସ ଙ୍କ ବ୍ୟତୀତ ବରିଷ୍ଟ କଂଗ୍ରେସ ନେତା ଫକୀର ନାୟକ, ପ୍ରଶାନ୍ତ ତ୍ରିପାଠୀ,ଲମ୍ବୋଧର ବିନ୍ଧାଣି, କୋଲାବିରା ବ୍ଲକ ସଭାପତି ଶ୍ରୀକର ସାହୁ, ଦେବାନନ୍ଦ ବାରିକ, ପୂନ୍ୟବାନ ନାୟକ, ମଟରାଜ ଡୁଙ୍ଗଡୁଙ୍ଗ, ଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ଛଚାନ, ଭୂପେନ ସାହୁ, ଇସ୍ରାରୁଲ ହକ, ଓମପ୍ରକାଶ ଠକ୍କର ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.