Type Here to Get Search Results !

ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ କ୍ୟାମ୍ପ ଗେଟ ସମ୍ମୁଖରେ ରେ ଟାଇମ ବମ


ତାଳଚେର :-

ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ କ୍ୟାମ୍ପ ଗେଟ ସମ୍ମୁଖରେ ରେ ଟାଇମ ବମ ..ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ର ଛାନ ଭିନ । 



ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ କରାଯାଇଛି । ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଖବର ପାଇ ଘଟଣାସ୍ଥଳରେ କୋଲିୟରୀ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ତେବେ ବୋମାରେ ଏକ ଘଣ୍ଟା ଲାଗିଥିବା ଦେଖାଯାଇଛି । ଫିଲ୍ମରେ ଦେଖାଯାଇଥିବା ଟାଇମ୍‌ ବମ ଭଳି ଦେଖାଯାଉଛି ଏହି ବୋମା । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଅନ୍ୟପଟେ କିଛି କୁଚକ୍ରୀ ବ୍ୟକ୍ତି ଏହି ବୋମା ପକାଇ ଥାଇପାରନ୍ତି ବୋଲି ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ସନ୍ଦେହ ପ୍ରକାଶ କରିଛନ୍ତି । ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.