Type Here to Get Search Results !

ଏଇ ତ ଜୀବନ ଭି ପକ୍ଷରୁ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ

 


ଝାରସୁଗୁଡ଼ା :-

ଆଜି ବିଶ୍ଵ ଯୁବ ଦିବସ ଅବସର ଇ ଜେ ଭି ଫାଉଣ୍ଡେସନ ଏଇ ତ ଜୀବନ ଭି ପକ୍ଷରୁ ଯୁବସଚେତନତା ସହିତ ଯୁବ ବର୍ଗଙ୍କୁ ଫିଲରିଆ ମେଡିସିନ ଖୁଆଯାଇଚି, ଫାଇଲେରିଆ ବର୍ତ୍ତମାନ ସମାଜରେ ମହାମାରୀ ର ରୁପ ନେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ସଂକଳ୍ପ ବଧ ହେବାପାଇଁ ଦୃଢ ଆହ୍ବାନ ଆସିଛି,ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ଆହ୍ବାନ ରେ ଇ ଜେ ଭି ଫାଉଣ୍ଡେସନ ସଂକଳ୍ପ ବଧ ଭାବେ ଜିଲ୍ଲା ର ସମସ୍ତ ମହାବିଦ୍ୟାଳୟ କୁ ଫାଇଲେରିଆ ମୁକ୍ତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ୨୦୦୪ରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଫାଇଲେରିଆ ନିରାକରଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟର ତିନିବର୍ଷ ପୂର୍ବ ୨୦୨୭ ସୁଦ୍ଧା ଭାରତକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ଓଡିଶା ଲକ୍ଷ୍ୟ ରହିଛି ଏବଂ ଆସନ୍ତା ୧୦ ରୁ ୧୯ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲା ସହିତ ଓଡ଼ିଶାର ସମୁଦାୟ ୧୧ଟି ଫାଇଲେରିଆ ପ୍ରବଣ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଉଅଛି। ଲଗାତାର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠିରେ ୮୫% ଅଧିକ ଲୋକ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି, ତେବେ ଗୋଷ୍ଠୀରୁ ବାତଜ୍ଵର କୃମି ବା କୀଟାଣୁ ସମ୍ପୂର୍ଣ ନଷ୍ଟ ହୋଇ ଏହି ବାତଜ୍ଵର ନିରାକରଣ ହୋଇପାରିବ।ପ୍ରଚେଷ୍ଟା ର କାର୍ଯ୍ୟ ଜରିରଖିଛି। ଫାଇଲେରିଆ ଏକ ସାଂଘାତିକ ଜନସ୍ଵାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଯାହା ଆରୋଗ୍ୟସାଧ୍ୟ ନୁହେଁ । ଝାରସୁଗୁଡା ଜିଲ୍ଲାକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବା ନିମନ୍ତେ ସମସ୍ତଙ୍କୁ ସାମୁହିକ ଔଷଧ ସେବନ ଓ ଆଦ୍ୟ ବିଶ୍ଵ ଯୁବ ଦିବସ ଅବସର ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଯୁବ ସଚେତନତା ସହିତ ଯୁବ ବର୍ଗଙ୍କୁ ଫ୍ୟାଲେରିଆ ମେଡିସିନ ଖୁଆଯାଇଚି। ଫାଇଲେରିଆ ବର୍ତ୍ତମାନ ସମାଜରେ ମହାମାରୀ ର ରୁପ ନେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ସଂକଳ୍ପ ବଧ ହେବାପାଇଁ ଦୃଢ ଆହ୍ବାନ ଆସିଛି। ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ଆହ୍ବାନ ରେ ଇ ଜେ ଭି ଫାଉଣ୍ଡେସନ ସଂକଳ୍ପ ବଧ ଭାବେ ଜିଲ୍ଲା ର ସମସ୍ତ ମହାବିଦ୍ୟାଳୟ କୁ ଫାଇଲେରିଆ ମୁକ୍ତ କରିବା ପାଇଁ ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କପ୍ରଚେଷ୍ଟା ର କାର୍ଯ୍ୟ ଜାରିରଖିଛି। ଫାଇଲେରିଆ ଏକ ସାଂଘାତିକ ଜନସ୍ଵାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଯାହା ଆରୋଗ୍ୟସାଧ୍ୟ ନୁହେଁ । ଝାରସୁଗୁଡା ଜିଲ୍ଲାକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବା ନିମନ୍ତେ ସମସ୍ତଙ୍କୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଭାଗନେଇ ଫାଇଲେରିଆ ଔଷଧ ଖାଇବା ପାଇଁ ନିବେଦନ କରାଯାଇଛି ।ଝାରସୁଗୁଡ଼ା ସ୍ଥିତ ମଙ୍ଗଳ ବଜାର ମହିଳା ମହାବିଦ୍ୟାଳୟ ରେ ଅଧକ୍ଷ ଡ଼ା ସରୋଜ କୁଆଁର ଙ୍କ ଅଧ୍ୟକ୍ଷତା ରେ ଆଜି ଏହି ମହାନ୍ କାର୍ଯ ସମ୍ପାଦନା ହୋଇଯାଇଛି,ଯୁବ ସମାଜ ଉତ୍ସାହ ର ସହିତ ଆଜି ଏହି କାର୍ଯ୍ୟରେ ସାମିଲ ହୋଇ କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ର ଶ୍ରୀ ମହେନ୍ଦ୍ର ନାୟକ ଙ୍କ ସମେତ ଇ ଜେ ଭି ର ଅଧ୍ୟକ୍ଷା ମାନସୀ ପଣ୍ଡା,ମୁଖ୍ୟ ଉପଦେଷ୍ଟା ଅଞ୍ଜଳି ପଟ୍ଟନାୟକ,ସହସମ୍ପଦକ ଗଙ୍ଗାଧର ମେହେର,ସଦସ୍ୟ ଲକ୍ଷ୍ମଣ ସ୍ୱାଇଁ,ଙ୍କ ସମେତ ମହାବିଦ୍ୟାଳୟ ର ଓ ସଂସ୍ଥାର ବହୁ ସଦସ୍ୟ ସାମିଲ ହୋଇ କାର୍ଯ୍ଯ କୁ ସମ୍ପାଦନା କରିଥିଲେ ଓ ମହାବିଦ୍ୟାଳୟ ର ହାରାହାରି ଏକ ହଜାର ରୁ ଉର୍ଦ୍ଧ ଛାତ୍ରୀଙ୍କୁ ଔଷଧ ଖୁଆଇବାରେ ସଫଳ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଭାଗନେଇ ଫାଇଲେରିଆ ଔଷଧ ଖାଇବା ପାଇଁ ନିବେଦନ କରାଯାଇଛି । ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.