ଭୁବନେଶ୍ୱର :-
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ଅନ୍ୟପକ୍ଷରେ ଅନେକ ନଦୀ ଫୁଲିବା ସହ ଆସନ୍ନ ବନ୍ୟା ପରିସ୍ଥିତି ଆଡ଼କୁ ମୁହାଁ ହେଉଥିବା ଦେଖିବାକୁ ମିଳୁଚି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଆଜି ୧୩ଜିଲ୍ଲା ର ସମସ୍ତ ସ୍କୁଲ କୁ ଛୁଟି ଘୋଷଣା କରିଛନ୍ତି
କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବ୍ୟୁରୋ ରିପୋର୍ଟ

