Type Here to Get Search Results !

ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିଲେ ଛାଡ଼ପତ୍ର ପରେ ମିଳିବନି ସ୍ଥାୟୀ ଭରଣପୋଷଣ

 


ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଯଦି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କକୁ ନେଇ ଛାଡ଼ପତ୍ର ହେଉଛି ଓ ଉକ୍ତ ମହିଳାଙ୍କ ସମ୍ପର୍କ ଅନ୍ୟ ପୁରୁଷଙ୍କ ସହ ଥିବା ପ୍ରମାଣିତ ହୁଏ , ତା’ହେଲେ ଏଭଳି ସ୍ଥିତିରେ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ମିଳିବ ନାହିଁ l

 ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଯଦି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କକୁ ନେଇ ଛାଡ଼ପତ୍ର ହେଉଛି ଓ ଉକ୍ତ ମହିଳାଙ୍କ ସମ୍ପର୍କ ଅନ୍ୟ ପୁରୁଷଙ୍କ ସହ ଥିବା ପ୍ରମାଣିତ ହୁଏ , ତା’ହେଲେ ଏଭଳି ସ୍ଥିତିରେ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ମିଳିବ ନାହିଁ। 

ଜଷ୍ଟିସ୍‌ ରିତୁ ବାହରି ଓ ଜଷ୍ଟିସ୍‌ ନିଧି ଗୁପ୍ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ଏକ ମାମଲାର ଶୁଣାଣି କରି ମହିଳାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ମହିଳା ଜଣକ ଆବେଦନ କରିଥିଲେ ଯେ, ଛାଡ଼ପତ୍ର ପରେ ତାଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ମିଳୁ। ତେବେ ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଥିଲେ ଯେ, ଯଦି କୌଣସି ମହିଳାଙ୍କ ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଛନ୍ତି ଓ ଏହାପରେ ତାଙ୍କର ଛାଡ଼ପତ୍ର ହେଉଛି, ତା’ହେଲେ ତାଙ୍କୁ ଭରଣପୋଷଣ ବାବଦରେ ଟଙ୍କା ମିଳିବ। ହେଲେ ଯଦି କୌଣସି ମହିଳାଙ୍କ ସମ୍ପର୍କ ଅନ୍ୟ ପୁରୁଷଙ୍କ ସହ ଥାଏ, ତା’ହେଲେ ତାଙ୍କୁ ଭରଣପୋଣ ଟଙ୍କା ମିଳିବ ନାହିଁ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.