Type Here to Get Search Results !

ସ୍ବେଚ୍ଛାସେବୀ ଅନୁଷ୍ଠାନ ଫର୍ ଓ ଆମ ଓଡ଼ିଶା ସମ୍ବାଦ ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

 


ବରଗଡ଼ :-

ଗତକାଲି ତା ୧୬/୧୦/୨୨ ରବିବାର ଦିନ ଧାଙ୍ଗେର ଉଚ୍ଚବିଦ୍ୟାଳୟ ଠାରେ ଫର୍ ର ପ୍ରତିଷ୍ଠାତା ଇଂ ଦେବବ୍ରତ ମିଶ୍ର ଙ୍କ ସ୍ମୃତି ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫର୍ ଓ ଆମ ଓଡ଼ିଶା ସମ୍ବାଦ ର ମିଳିତ ଆନୁକୂଲ୍ୟରେ ତଥା ମହତ୍ ପରିବାର ଧାଙ୍ଗେର ର ସାହୟୋଗ ରେ ଫର୍ ର ସଭାନେତ୍ରୀ ମୀନାକ୍ଷୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ କଂଗ୍ରେସ ଯୁବନେତା ନିପନ୍ ଦାସ ଓ ବରଗଡ଼ ବ୍ଲକ କଂଗ୍ରେସ ସଭାପତି ଅନନ୍ତ ତାଣ୍ଡି ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ବରଗଡ଼ ରୁ ରୋହିତ୍ ମେହେର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.