ବ୍ରହ୍ମପୁର :-
ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗୀ ଗ୍ରାମର ମା ଶ୍ୟାମାକାଳୀ ଯୁବକ ସଙ୍ଘ ଖୋଡ଼ାସିଙ୍ଗୀ ତରଫରୁ ବିଶାଳ ଏକ କାଳୀ ପୂଜା ଆରମ୍ଭ କରାଯାଇଛି ଯାହାର ତ୍ୱରଣ ଉଛତା ୧୧୦ ଫୁଟ, ମୂର୍ତ୍ତି ର ଉଛତା ୧୧ ଫୁଟ , ବିଶେଷ କରି ଏହି ପୂଜା ପାଇଁ ୩୧ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି । ଶ୍ୟାମା କାଳୀ ଯୁବକ ସଂଘ ମୁଖ୍ୟ ହେଲେ ସଭାପତି:ବନମାଳୀ ସେଠି , ଉପସଭାପତି:ମଲୟ କୁମାର ବିଷୟୀ , ସମ୍ପାଦକ: ଭିକି ସେଠି ,ଉପସମ୍ପ।ଦକ: ରଞ୍ଜନ ସେଠି ,ଭଞ୍ଜ ସେଠି, ଚିତ୍ତରଞ୍ଜନ ସେଠି, ମନୋଜ ସେଠି, ସନ୍ତୋଷ ବେହେରା ,ଲଣ୍ଡା ସେଠି, ଏବଂ ଏହି ଯୁବକ ସଙ୍ଘ ର କମିଟି ମାନଙ୍କ ଉପସ୍ଥିତ ରେ ପୂଜା ଆରମ୍ଭ ହୋଇଥିଲା । ଏବଂ ଏହି ପୂଜା ୨୪/୧୦/ ୨୨ ରୁ ୦୬/୧୧/୨୨ ପ୍ରଯ୍ୟନ୍ତ ପୁଜା ଚାଲିବ ବଳି ସଙ୍ଘ କମିଟି କହିଛନ୍ତି । ଏହି ପୁଜା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।ବ୍ରହ୍ମପୁର ରୁ ଆଶୀଷ ରାଓଙ୍କ ରିପୋର୍ଟ

