Type Here to Get Search Results !

ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ



ତେଲକୋଇ :-

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ ମା ଚତୁର।ଣି ଫୁଟବଲ୍ କ୍ଳବ୍ ବିମଲା ଆନୁକୁଲ୍ୟରେ ୪୨ଟି ଟିମ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ହୋଇ ଥିଲା।ଉକ୍ତ ମ୍ୟାଚରେ ପ୍ରଥମ ପୁରସ୍କାର -champion ଟିମ୍ ବିମଳା ଜୁନିୟର f,c ଖାସି ସହିତ ଟ୍ରଫି ବିମଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ ପ୍ରଦାନ୍ କରିଥିଲେ। ଦ୍ୱିତୀୟ ପୁରସ୍କାର   ରାଣୀ ବେଡ।HDFC ୧୫କେଜି ବ୍ରଏଲର୍ ସହିତ ଟ୍ରଫି ତେଲକୋଇ ବ୍ଲକ ଭାଇସ୍ ଚେୟାରମେନ୍ ଶ୍ରୀମତି ରଞ୍ଜିତା ମହାନ୍ତ ପ୍ରଦାନ କରିଥିଲେ। ତୃତୀୟ ପୁରସ୍କାର ବଲାଙ୍ଗିସାହି F,C ୧୦ କେଜି ବ୍ରଏଲର ସହିତ ଟ୍ରଫି ରୋହିଲା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନରେନ୍ଦ୍ର ପିଙ୍ଗୁଆ ପ୍ରଦାନ କରିଥିଲେ। ଚତୁର୍ଥ ପୁରସ୍କାର , ରଙ୍ଗୀଆପାଲ f,c ୮କେଜି ବ୍ରଏଲର ସହିତ ଟ୍ରଫି ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାକୁଡ ପ୍ରଦାନ କରିଥିଲେ। ସଭାପତି ,ଶୁକଦେବ ନାୟକ ଉପସଭାପତି ବୀରେନ ଗିରି, ସଂପାଦକ କବିନ୍ଦ୍ର ନାୟକ, ଉପ ସଂପାଦକ ଦିଲେଶ୍ୱର୍ ମୁଖ୍ୟ ମ୍ୟାନେଜ୍ମେଣ୍ଟ ସଦସ୍ୟ ମାନେ ହେଲେ,ଜିତେନ୍ଦ୍ର ନାୟକ, ସାଗର ନାୟକ ,ଜଗନ୍ ନାୟକ,ରୁଦ୍ର ମୁଖୀ, ଦିପୁନ ନାୟକ,ଚନ୍ଦନ ନାୟକ।ପ୍ରୋଗ୍ରାମ ପରିଚାଳନା କରୁଥିଲେ ଡିଲେଶ୍ୱର୍ ମୁଖୀ।

ତେଲକୋଇ ରୁ ତ୍ରିଲୋଚନ ପାତ୍ରଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.