ବରଗଡ :-
ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ସରଗିଵାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମ ରେ । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଶିବ ମନ୍ଦିର ପରିସରରେ ଅଲିଆ ଆବର୍ଜନା ସଫା କରାଯିବା ସହ ଜନସାଧାରଣ ମାନଙ୍କୁ ସ୍ୱଚ୍ଛତା ସଚେତନ ବାର୍ତ୍ତା ଦିଆ ଯାଇଥିଲା। ୭୫ତମ ଆଜାଦି କା ଅମୃତ ମହୋତ୍ସବ ପରିବେଶ ସଫା ରଖିବା ସହ ପରିମଳ କୁ ସ୍ଵଚ୍ଛତା ନିର୍ମଳ ବାପୁଜୀ ସ୍ୱଚ୍ଛା ସେବୀ ସଂଗଠନ ଜନସାଧାରଣଙ୍କୁ ଘର ଅଗଣାକୁ ସଫା ରଖିଵାକୁ ନିବେଦେନ କରିଥିଲେ ଅକ୍ଟୋବର ୧ରୁ ଆମ୍ଭର ୩୧ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ |
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

