Type Here to Get Search Results !

ଆମ୍ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀ


ବନ୍ତ :-

ଆଜି ତା-୨୦.୦୯.୨୦୨୨ରିଖ ଦିନ ୧୦ ଘଟିକା ସମୟରେ ସହିଦ୍ ସ୍ମୃତି ଭବନ (ଟାଉନ୍ ହଲ୍) ଭଦ୍ରକ ଠାରେ ଆମ୍ ଆଦମୀ ପାର୍ଟି କାର୍ଯ୍ଯକର୍ତ୍ତା ତରଫରୁ ସମ୍ମିଳନୀ ହୋଇଛି । ଉକ୍ତ ସଭାରେ ଆପ୍ ଓଡ଼ିଶା ରାଜ୍ୟ ସଭାପତି - ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର, ରାଜ୍ୟ ଯୁବ ସଭାପତି- ସୋମନାଥ ରାଉତ, ଜିଲ୍ଲା ସଭାପତି - ଦେବାଶିଷ ପାଣିଗ୍ରାହୀ, ଜିଲ୍ଲା ଯୁବ ସଭାପତି - ଜୟନ୍ତ କୁମାର ସାହୁ ଯୋଗ ଦେଇଥିଲେ ।ଏହି ସଭାରେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକର ବହୁତ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଏହି ସଭା ଦିନ ୧୨ଘଟିକା ସମୟରେ ଶେଷ ହୋଇଥିଲା ।

ବନ୍ତ ବ୍ଲକ ରୁ ସେକ ଗୁଲଫାନଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.