Type Here to Get Search Results !

ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ


ତିହିଡ଼ି :-

 ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏ ଉତ୍ସବ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ତିହିଡିରେ ଅନୁଷ୍ଠିତ ହୋଇଛି ତିହିଡ଼ି ବ୍ଲକ୍ ର ସମସ୍ତ ସ୍କୁଲର ଅନେକ ଗୁଡାଏ ପିଲା ଏହି ପରିକ୍ଷାରେ ଭାଗ ନେଇଥିଲେ ଏବଂ ଏହା ଭିତରେ କିଛି ପିଲା ପୁରସ୍କାର ମଧ୍ୟ ପାଇଛନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଦ୍ୟାଳୟ ର ଅଧ୍ୟାପକ ବିଶ୍ୱରଂଜନ ଦାସ, ଶିକ୍ଷାବିତ ବିଭୂତି ଭୂଷଣ ସେନାପତି, ନାରାୟଣ ଚନ୍ଦ୍ର ପୃଷ୍ଟି , ଦଦାନନ୍ଦ ପାଣୀଗ୍ରାହୀ, ବିପ୍ଳବ ରଂଜନ ପତି , ଚିତ୍ରଶିଳ୍ପୀ ପ୍ରଭାତ ଜେନା, ଏବଂ କାର୍ଯ୍ୟ ର କର୍ମକର୍ତ୍ତା ହେଉଛନ୍ତି ସଂପାଦକ ଶଚିକାନ୍ତ ନାୟକ, କୈଳାସ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ବିହାରୀ ସାହୁ, ଦେବେନ୍ଦ୍ର ମହାଳୀକ, କଳମାଧବ ସେନାପତି, ସାକିରୁଦ୍ଦିନ ଖାନ , ଅଭିଲିପ୍ସି ପାଢୀ, ଦିପୁ ଜେନା,  ଯାତ୍ରା ଅଭିନେତା ହୃଷୀକେଶ ମିଶ୍ର କାର୍ଯ୍ୟ କ୍ରମକୁ ପରିଚାଳନା କରୁଥିଲେ ସମ୍ବାଦ ପ୍ରତିନିଧି ପ୍ରଭାତ କୁମାର ରାଉଳ ଏ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସମାପନା କରିଥିଲେ। ତିହିଡି ବ୍ଲକ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.