Type Here to Get Search Results !

ବାଲି ବୋଝେଇ ଟ୍ରକ ତଳେ ଚାପିହେଇ ଯୁବକ ମୃତ


 ଭଣ୍ଡାରିପୋଖରୀ :- 

ଚୋରା ବାଲି ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ଦିନକୁ ଦିନ ନଦୀ କୂଳ ଲଙ୍ଘିବା ସହ ବହୁତ୍ ଦୃଘଟଣା ଘଟୁଛି । ରାତି ପ୍ରାୟ ବାରଟା ସମୟରେ DBL କମ୍ପାନୀ ରେ ଶ୍ରମିକ ରାସ୍ତାରେ ସୋଇଥିବା ବେଳେ ଏକ ବାଲି ବୁଝେଇଗାଡ଼ି ଦୃତଗତିରେ ଆସି ଯୁବକ ଙ୍କ ଉପରେ ଚଡି ଯାଇଥିବା ଥିଲା ଯାହା ଫଳରେ ଯୁବକଙ୍କ ମୃତ୍ୟୁ ହେଇଥିଲା ଘଟଣା ସ୍ଥଳରେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ତେବେ ସୂଚନା ମୃତକ ହେଲେ Md ଅଲ୍ଫାଫ। ଭଣ୍ଡାରିପୋଖରୀ ରୁ ମଳୟ ରଞ୍ଜନ ଦାସ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.