Type Here to Get Search Results !

ଭାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ


ବାସୁଦେବପୁର :-

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ଭାସାହି ସରକାରୀ ବିଦ୍ୟାଳୟ ରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏଥିରେ ଯୋଗ ଦାନ କରିଥିଲେ । ବ୍ରାହ୍ମଣ ଗାଆଁ ର ପ୍ରଧାନ ଶିକ୍ଷକ , ରାଜକିଶୋର ବାରିକ୍, ସଭାନେତ୍ରୀ ରଶ୍ମିପ୍ରଭା ଦାସ, ଜିଲ୍ଲା ପରିଷଦ ସଭ୍ୟ ସମ୍ମାନିତ ଅତିଥି ଶ୍ରୀମତି ମାନନୀୟା ଜୟନ୍ତୀ ବାରିକ୍ , ଚନ୍ଦିଆ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଗୟାଧର ଦାସ ବ୍ରହ୍ମାଣ ଗାଆଁ ସରପଞ୍ଚ ସୁଭଶ୍ରୀ ତ୍ରିପାଠୀ ଓ ସମିତିସଭ୍ୟ ପ୍ରମିଡା ମହାନ୍ତି ଙ୍କ ସମେତ, ଉପସ୍ଥିତ ରହି ବିଦ୍ୟାଳୟ ର ପୋଷାକ ବିତରଣ କାର୍ଯ୍ୟାକ୍ରମ ସଫଳ କରିଛନ୍ତି।  ଏହି କାର୍ଯ୍ୟ କ୍ରମ ରେ ହିତାଧିକାରୀ 50ଜଣ ଛାତ୍ର, ଛାତ୍ରୀସମେତ ଅଭିଭାବକ ଓ ଗ୍ରାମ ବାସି ମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.