ବଲାଙ୍ଗୀର :-
ଆଜି ଦିନ ପ୍ରାୟ ୧୧ ଟା ସମୟରେ ବଲାଙ୍ଗୀର ରୁ ଦେଓଗାଁ କୁ ସଂଯୋଗ କରୁଥିବା ରେଲୱେ ଲାଇନ୍ ମଠଖାଇ ପାହାଡ ପାଖାପାଖି ଅଂଚଳରେ ଏକ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଉ୍ଦ୍ଧାର କରିଛି,ରେଲୱେ ପୋଲିସ ।ଗଣ୍ଡି ନିଖୋଜ, ବଲାଙ୍ଗୀରୁ ଦେଓଗାଁ ପଟକୁ ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ର ଧକ୍କାରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜିଆର୍ପି ପୋଲିସ ସୂଚନା ଦେଇଥିବା ବେଳେ ଶରୀରର ବାକି ଅଂଶ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

