Type Here to Get Search Results !

ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ପତାକା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ



ବଲାଙ୍ଗୀର :- 
ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ପତାକା ଅଭିଯାନ ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଛି । ଆଜି ର ପ୍ରସ୍ତୁତି ବୈଠକରେ ଓଡ଼ିଶା ରଜ୍ୟ ବିଜେପି ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ପତାକା ଅଭିଯାନ ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଛି ।  ଆଜି ର ପ୍ରସ୍ତୁତି ବୈଠକରେ ଓଡ଼ିଶା ରଜ୍ୟ ବିଜେପିଦଳର ବରିଷ୍ଠ ନେତା ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବିଜେପି ପକ୍ଷରୁ କିପରି ଭାବ ରେ ସମସ୍ତ ମଣ୍ଡଳ ସମସ୍ତ ଶକ୍ତି କେନ୍ଦ୍ର ଓ ବୁଥ ମାନଙ୍କରେ ହର ଘର ତ୍ରିରଙ୍ଗା ପତାକା ଅଭିଯାନକୁ କିପରି ଭାବ ରେ ପାଳନ କରାଯିବ ତା ଉପରେ ଦିଗ ଦର୍ଶନ ପ୍ରଦାନ କରିଥିଲେ ।  ୧୩.୦୭. ୨୨ ଠାରୁ ୧୫.୦୮.୨୦୨୨  ତିନି ଦିନ ବିଜେପି ପକ୍ଷ ରୁ ହର ଘର ତ୍ରିରଙ୍ଗା ଅଭିଯାନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ପୂର୍ବତନ ବିଧାୟକ, ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିବା ସହ ଅନନ୍ତ ଦଶ, ପ୍ରଭାସ ପାଣିଗ୍ରାହୀ,ଭାରତୀ ମହନନ୍ଦ,ପଙ୍କଜିନୀ ପଣ୍ଡା,ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଅମିତ ସିଂ ନିନା,ଶ୍ରୀବତ୍ସ ବେହେରା, ଦୀନେଶ ଶର୍ମା, ଅଜୟ ଶର୍ମା, ରାଜକିଶୋର ନାୟକ,ପିତାମ୍ବର ଖମାରୀ, ନବୀନ ଜିନ୍ଦଲ, ଗୌରାଙ୍ଗ ନାୟକ, ନରସିଂ ସିଙ୍ଗ, ବଲକୃଷ୍ଣ ଧରୁଆ, ରଙ୍କ ପଣ୍ଡା,ଅକ୍ଷ ରଣା, ଏବଂ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ସଂଯୋଜକ ମଧ୍ୟ ଯୋଗ ଦେଇଥିଲେ । ପାଟଣାଗଡ଼ ପୂର୍ବତନ ବିଧାୟକ, ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିବା ସହ ଅନନ୍ତ ଦଶ, ପ୍ରଭାସ ପାଣିଗ୍ରାହୀ,ଭାରତୀ ମହନନ୍ଦ,ପଙ୍କଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଅମିତ ସିଂ ନିନା, ଶ୍ରୀବତ୍ସ ବେହେରା, ଦୀନେଶ ଶର୍ମା, ଅଜୟ ଶର୍ମା, ରାଜକିଶୋର ନାୟକ,ପିତାମ୍ବର ଖମାରୀ, ନବୀନ ଜିନ୍ଦଲ, ଗୌରାଙ୍ଗ ନାୟକ, ନରସିଂ ସିଙ୍ଗ, ବଲକୃଷ୍ଣ ଧରୁଆ, ରଙ୍କ ପଣ୍ଡା, ଅକ୍ଷୟ ରଣା, ଏବଂ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ସଂଯୋଜକ ମଧ୍ୟ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.