Type Here to Get Search Results !

କନକତୋରା V.A.W ଗୌରବାବୁ ଆଉ ନାହାନ୍ତି


ଲଖନପୁର :-

ଆଉ ନାହାନ୍ତି ଗୌରବାବୁ ,ଅଞ୍ଚଳରେ ଶୋକାକୂଲ ପରିବେଶ ଭିଖମପାଲି ସାରକିଲ ର କୃଷି ବିଭାଗ ରେ କାର୍ଯ୍ୟରତ କନକତୋରା ରେ V.A.W ଭାବରେ କାର୍ଯ୍ୟ କରୁଥିବା , ଗୌର ଚନ୍ଦ୍ର ମେହେର  ଙ୍କ ପରଲୋକ ଘଟିଛି। ସେ ଜଣେ ମୃଦୁ ଭାଷୀ, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ। ଅଞ୍ଚଳ ଚାଷୀ ମାନଙ୍କ ପାଇଁ ସେ ସବୁବେଳେ ନିଶ୍ୱାର୍ଥ ଭାବରେ ନିଜ କାମ କରୁଥଲେ ।  ଆଜି ପଞ୍ଚଗାଁ ଅଞ୍ଚଳ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।  ତାଙ୍କ ଶେଷ ଦର୍ଶନ କରିବା ପାଇଁ ପଞ୍ଚଗାଁ ରେ ସତାଧିକ ଲୋକେ ଦୋକାନ ବଜାର ବନ୍ଦ କରି ଶେଷ ଦର୍ଶନ ର ଅପେକ୍ଷା ରେ ଅଛନ୍ତି।  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି ଅଞ୍ଚଳ ବାସୀ, । 

ଲଖନପୁର ରୁ ପରିତୋଷ ମିଶ୍ର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.