ମହାକାଳପଡ଼ା :-
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ପଡା ବ୍ଲକ ର ଗୋଖାଖଟି ଗ୍ରାମ ରେ ଆଜି ଭୁମିକା ହସ୍ପିଟାଲ ତରଫରୁ ଆଖି ଚିକିତ୍ସା ହୋଇ ଥିବା ର ଦେଖିବା କୁ ମିଳି ଥିଲା, ସେଠି ଆଖ ପଖର ଲୋକ ମାନେ ଆଖି ପରୀକ୍ଷା କରିଥିଲେ। ମାଗଣା ମେଡ଼ିସିନ ନେବା ର ଦେଖି ବାକୁ ମିଳି ଥିଲା। ସେଥି ରେ ସହଯୋଗ ରଥ ନାଥ ଚୌଧିରି, ସୄଯ୍ୟ କାନ୍ତ ସ୍ୱୀଇଁ,ହରି ହର ସେଠି, ଙ୍କ ସହ ଯୋଗ ରେ ହୋଇ ପାରି ଥିଲା। ଭୁମିକା ହସ୍ପିଟାଲ ର ଏ ଭଳି ସହଯୋଗ ଦେଖି ସ୍ଥାନୀୟ ଲୋକ ଙ୍କ ଖୁସି ର ଲହରୀ ଦେଖି ବାକୁ ମିଳି ଥିଲା।
ମହାକାଳପଡ଼ା ରୁ ଶଶିରେଖା ମଲ୍ଲିକଙ୍କ ରିପୋର୍ଟ

