ବଲାଙ୍ଗିର :-
ବଲାଙ୍ଗିର ଜିଲା ର ମୁରୀବ।ହାଲ ଥାନା ଅନ୍ତର୍ଗତ ମୁରୀବ।ହାଲ ରୁ ହଲଦି ଯିବା ରାସ୍ତାରେ ଟୁନ ଟୁନି ମୁଣ୍ଡା ଛକ ଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ବାଇକ ମୁହା ମୁହୀ ହୋଇ ଦୁର୍ଘଟଣା ହେବା ଫଳରେ ୪ଜଣ ଆଘାତ ହୋଇଥିଲେ ଖବର ପାଇ ମୂରିବ।ହାଳ ଅଗ୍ନିଶମ ବିଭାଗ ଓ ଆମ୍ବୁଲେନ ସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ମୁରୀବ।ହାଲ ଡାକ୍ତରଖାନା ରେ ପ୍ରାଥମିକ ଚିକସ୍ଛା ପରେ ବଲାଙ୍ଗୀର ଡାକ୍ତରଖାନା କୁ ରେଫର କରିଥିବା ଜଣାଯାଏ।ସୂଚନା ମୁତାବକ ଜଣେ ବାଇକ୍ ଆରୋହୀ ମୁରୀବହାଲ ଗ୍ରାମ ପଞ୍ଚାୟତ ଗମ୍ଭାରିଖୋଲାର ତାଙ୍କ ପରିବାର ସହ ଟିଟିଲାଗଡ ପଟରୁ ଆସି ଟୁନ ଟୁନି ମୁଣ୍ଡା ଛକ ରେ ଅଟକି ଥିବା ବେଳେ ଟିଟିଲାଗଡ ସତିଘାଟ ର ବାଇକ ଆରୋହୀ ମୂରିବ।ହାଳ ରୁ ସତିଘ।ଟ ଯାଉ ଥିବା ବେଳେ ଛିଡା ହୋଇଥିବା ବାଇକ ସହିତ ଦୁର୍ଘଟଣା ହୋଇଥିବା ଜଣାଯାଏ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

