Type Here to Get Search Results !

ଅଟୋ ଦୁର୍ଘଟଣାରେ ଜଣେ ମୃତ୍ୟ ଜଣେ ଗୁରୁତର



ଉମରକୋଟ :-

ଆଜି ଦିନ ଦୁଇ ଘଣ୍ଟା ସମୟରେ ଉମରକୋଟ ବ୍ଲକ ସାନ ବାସିନୀ ଛକ ନିକଟରେ ଏକ ମର୍ମନ୍ତତ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘୋଟଇ ଅଟୋ ଚାଳକ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ଜହନ ସାନ୍ତା ବୟସ ପ୍ରାୟ ତିରିଶି( 30) ବର୍ଷ. କୌଣସି କାର୍ଯ୍ୟରେ ଉମରକୋଟ ଆସି ନିଜ ଘର ଆମାଘାଟ କୁ ଫେରୁଥିଲା । ଝରୀଗାଁ ପଟରୁ ଦ୍ରୁତଗତିରେ ଆସୁଥିବା ଏକ ଅଟ ତାଙ୍କୁ ଧୋକା ଦେଇଥିଲା ଫଳରେ ଉକ୍ତ ମୋଟର ସାଇକେଲ ଚାଳୋକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି । ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.