Type Here to Get Search Results !

ପ୍ରକାଶ ପାଇଲା ପୁସ୍ତକ " କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ"

 

ଭଦ୍ରକ :-

ପ୍ରକାଶ ପାଇଲା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଉପରେ ସୁଦୀର୍ଘ ସାଧନା ପ୍ରସୂତ ପୁସ୍ତକ " କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ" । ଏଥିରେ ଉତ୍କଳ ମାତାର ସୁଯୋଗ୍ୟା ସନ୍ତାନ , ରାଷ୍ଟ୍ର ଦେବତାଙ୍କ ବରପୂତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଜୀବନର ସଂଘର୍ଷ, ପାରିବାରିକ ଜୀବନ, ରାଜନୈତିକ ଜୀବନ, ସରକାରୀ ଚାକିରି ଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ- ସଫଳ କାଉନସିଲର ଠାରୁ ଆରମ୍ଭ କରି ରାଜ୍ୟପାଳ ତଥା ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଯାହା ପାଠକ ପାଠିକା, ଗବେଷକ ଗବେଷିକା, ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ।

ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.