Type Here to Get Search Results !

ସବଷ୍ଟେସନ ଚୋରି ଘଟଣା , ଦୁଇ ଗିରଫ

 

ବନ୍ଧବାହାଲ :-

ଝାରସୁଗୁଡା ଜିଲ୍ଲା ବନ୍ଦବାହାଲ ରୂ ଚୋରି ହୋଇଥିବା 2ଜଣ ଗିରଫ। , ସବଷ୍ଟେସନ ର କନିଷ୍ଠ ଯନ୍ତ୍ରୀ ଅସୀମ ଦାସ ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲେ। ଫେରାର ଥିବା ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ଙ୍କ ପ୍ରୟାସ ଜାରି ରହିଥିଲା। 

 ତଦନ୍ତ ରୂ ଜଣାପଡିଥିଲା ଯେ 10ରୂ 12 ଜଣ ବ୍ୟକ୍ତି ଏହି ଚୋରି ରେକେଟ ରେ ସମ୍ପୃକ୍ତ ଥିଲେ।  ପୋଲିସ ପୂର୍ବରୁ 7ଜଣଙ୍କୁ ଗିରଫ କରି ଥିବା ବେଳେ ଶୁକ୍ରବାର ଦିନ ସେଥି ମଧ୍ୟରୁ 2ଜଣଙ୍କୁ ଗିରଫ କରିଛି।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବ୍ରଜରାଜନଗର ଅଞ୍ଚଳର ନାରାୟଣ ଓରାମ ଓ ରାମପୁର ର ପପ୍ପୁ ହରିଜନ ଓରଫ ଅତୁଳ ବୋଲି ଜଣା ପଡ଼ିଛି।  ତାଙ୍କ ପାଖରୁ ପୋଲିସ ଜପତ କରିଥିବା ଗୋଟିଏ ଦେଶୀ ବନ୍ଧୁକ,2ଟି ମୋବାଇଲ ଏବଂ ଲୁଟିଥିବା 4ଗୋଟି ମୋଟର ସାଇକେଲ ଜପତ କରିଛି  ସେହି ଲୁଟେରା ମାନଙ୍କ ନାମରେ ଜିଲ୍ଲାର ଅନେକ ଥାନାରେ ଚୋରି ମାମଲା ରହିଥିବା ଜଣାପଡିଛି।  ବନହରପାଲି ଥାନା କେଶ ନମ୍ବର 142/2022,395,412,414 ଆଇପିସି ଆରମ୍ସ ଆକ୍ଟ 25/27ରେ କୋର୍ଟ କୁ ଚାଲାଣ କରାଯାଇଛି ବୋଲି ବନହରପାଲି ଆଇଆଇସି ଆନ୍ନା ମିଂଜ଼ ସୂଚନା ଦେଇଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରୂ ସମୀର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.