Type Here to Get Search Results !

ଶ୍ରାବଣର ପ୍ରଥମ ସୋମବାର, ଶୈବପୀଠରେ ବୋଲବମ ଭକ୍ତଙ୍କ ଭିଡ଼



ବଲାଙ୍ଗିର :-

ଆଜି ଶ୍ରାବଣର ପ୍ରଥମ ସୋମବାର । ବଲାଙ୍ଗିର ସହରର ଶୈବପୀଠଗୁଡିକରେ ବୋଲବମ୍‌ ଭକ୍ତଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନଥିବା ବେଳେ ଚଳିତ ବର୍ଷ କାଉଡିଆଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବୋଲବମ୍ ନାରାରେ ମନ୍ଦିର, ବାଟଘାଟ ରେ ଉଛୁଳି ପଡୁଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.