Type Here to Get Search Results !

ମୁରିବ।ହାଲ୍ ଟ୍ରେନ ରେ କଟି ବୃଦ୍ଧ ଙ୍କ ମୃତ୍ୟୁ



ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ମୁରିବ।ହାଲ୍ ଟ୍ରେନ ରେ କଟି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇ ଥିବା ଜଣାଯାଏ। ମିଳିଥିବା ତଥ୍ୟ ଅନୁସାରେ ମଙ୍ଗଳବାର ଦିନ ସକାଳେ ମୁରିବହାଲ୍ କଣ୍ଟାବାଞ୍ଜି ରେଳ ଧାରଣାରେ ଜଣେ ବୃଦ୍ଧ ଟ୍ରେନ ରେ କଟି ପଡି ଥିବାର ଖବର ପାଇ ୧୦୮ ଆମ୍ବୁଲେନ୍ ସ ଘଟଣା ସ୍ଥଳରେ ପହଞ୍ଚି ମୁରିବାହାଲ ଡାକ୍ତରଖାନା କୁ ଆଣିଥିଲା। ବୃଦ୍ଧ ଜଣ ଙ୍କ ହେଉଛନ୍ତି ମୂରିବ।ହାଳ ଥାନା ଅନ୍ତର୍ଗତ ଅଣ୍ଡ।ଲ୍ ଦର୍ହ ଗ୍ରାମ ର ତହସିଲ ମହତ୍ (୭୦) ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଥିଲେ ଏବଂ ଆଜକୁ ପ୍ରାୟ ଦଶ ବର୍ଷ ହେବ ଗ୍ରାମ ରେ ରହୁ ନ ଥିବା ବେଳେ ତାଙ୍କର ଜଣେ ଭାଇ ଦୁର୍ଗ ରେ ରହନ୍ତି ବୋଲି ବୃଦ୍ଧ ଙ୍କୁ ଖବର ପାଇ ମେଡିକାଲ କୁ ଦେଖି ଆସିଥିବା ଗ୍ରାମର ଲୋକେ ସୂଚନା ଦେଇଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.