ଚାନ୍ଦବାଲି :-
ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ରାତି ପ୍ରାୟ ୯ଟା ସମୟ ରେ ସ୍କୁଟି ଆରୋହୀଙ୍କ ସହିତ ଏକ ସାଇକେଲ ନେଇ ଜାଉଥିବା ଭିମ ସେନ ଦୁର୍ଘଟଣା ଘଟି ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ମୁଗୁ ପାଣିଗ୍ରାହୀ ଙ୍କୁ କଟକ ମେଡିକାଲ କୁ ପଠା ଯାଇଥିବା ଜଣା ପଡିଛି. ମୃତ କ ଜନଙ୍କ ମହୁଲିଆ ଗ୍ରାମର ଭିମ ସେନ୍ ପୋଥାଳ ବୋଲି ପରିଚୟ ମିଳିଛି. ଚାନ୍ଦବାଲି ପୁଲିସ ପହଂଚି ସବ୍ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଗାଡିକୁ ଥାନାକୁ ଆଣିଛି ଭିମ କର ଏକମାତ୍ର ଝିଅ ଜେକି ଭିନ୍ନକ୍ଷମ ପରିବାର ର ଏକ ମାତ୍ର ରୁଜୁବାର ଖୟମ ଥିଲେ। ଚାନ୍ଦବାଲି ରୁ ସାଗର ରାଉଲଙ୍କ ରିପୋର୍ଟ

