ଲଖନପୁର :-
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଖଇରକୁନି ଗ୍ରାମର ଜୟନ୍ତ ସାହୁ ଘର ବାହାରେ ଛିଡା ହୋଇ ଥିବା ବେଳେ ହଠାତ୍ ବଜ୍ରଘାତ ହେବାରୁ ସେ ତଳେ ପଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବର୍ତ୍ତମାନ ତାଙ୍କ ମୃତ ଦେହ କୁ ଲଖନପୁର ହସ୍ପିଟାଲ ରେ ରଖା ଯାଇଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠା ହେବ ବୋଲି ଲଖନପୁର ଆଇଆଇସି ଦୁଃଖୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁରରୁ ସମୀର ଙ୍କ ରିପୋର୍ଟ

