Type Here to Get Search Results !

ବଲାଙ୍ଗିର ଜିଲ୍ଲା ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମୀଯୁଗଳଙ୍କୁ ଶବ ଉଦ୍ଧର



ବଲାଙ୍ଗିର :-

 ବଲାଙ୍ଗିର ଜିଲ୍ଲା  ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମିଯୁଗଳଙ୍କ ଶବ ଉଦ୍ଧାର ।  ଘଟଣା ସ୍ଥଳରେ ଛାନଭିନ କରୁଛି ପୋଲିସ । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ, ଏବଂ ଝିଅ ତୁଷୁରା ନିକଟ ନୂଆପଡା ଗାଁର ଯାଗ୍ୟଂସେନୀ କୁଅଁର ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଛାନବିନ ଆରମ୍ଭ କରିଛି ।ବଲାଙ୍ଗିର ଜିଲ୍ଲା  ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମିଯୁଗଳଙ୍କ ଶବ ଉଦ୍ଧାର ।  ଘଟଣା ସ୍ଥଳରେ ଛାନଭିନ କରୁଛି ପୋଲିସ । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ, ଏବଂ ଝିଅ ତୁଷୁରା ନିକଟ ନୂଆପଡା ଗାଁର ଯାଗ୍ୟଂସେନୀ କୁଅଁର ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଛାନଭିନ ଆରମ୍ଭ କରିଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.