Type Here to Get Search Results !

ବ୍ରଜରାଜନଗର ବିଧାୟିକା ଙ୍କୁ ସମ୍ବର୍ଦ୍ଧନା


ବନ୍ଧବାହାଲ :-

 ଗତକାଲି ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଙ୍କୁ ବନ୍ଧବହାଲ ଠାରେ ଲଖନପୁର ବ୍ଲକ ଜୋନ 3ତରଫରୁ ଆମନ୍ତ୍ରଣ କରିଥିଲେ। ଲଖନପୁର MCL କଲ୍ୟାଣ ମଣ୍ଡପ ଠାରେ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ବିଜୁ ଜନତା ଦଳର ଲଖନପୁର ବ୍ଲକ ସଭାପତି ରବିରତ୍ନ ପ୍ରଧାନ,ଜିଲ୍ଲାପରିଷଦ ପୁଷ୍ପଲତା ସେଠ,ବନ୍ଧବାହାଲ ସରପଞ୍ଚ ଆରତୀ ବେହେରା, ସାଲେଗ୍ରାମ ନାଏକ ଉପସ୍ଥିତ ଥିଲେ। MCL GM ସଞ୍ଜୟ ଝା ମଧ୍ୟ ବିଧାୟିକା ଅଳକା ମହାନ୍ତି ଙ୍କୁ ସ୍ୱାଗତ କରିଥିଲେ,ବିଧାଇକା ସମସ୍ତଙ୍କୁ ସ ହୃଦୟ ରୁ କହିଥିଲେ ମତେ ସମ୍ବର୍ଦ୍ଧିତ କରି କୃତଜ୍ଞତା ଜ୍ଞାପନ କରିଥିଲେ। ଝାରସୁଗୁଡା ଲଖନପୁରରୁ ସମୀର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.