Type Here to Get Search Results !

ରସିକିଆ ଦିଅର ଗିରଫ

ଧରାକୋଟ :-

ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ଜଣେ ରସିକିଆ ଦିଅର ଗିରଫ। ନିଜ ଭାଉଜଙ୍କ ବାରଣ ସ୍ୱତେ ଜୀବନରୁ ମାରିଦେବା ଭୟ ଦେଖାଇ ଦିଅର ବାରମ୍ବାର ରଖୁଥିଲା ଶାରୀରିକ ସମ୍ପର୍କ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ସରଧାପୁର ଅଞ୍ଚଳରେ । ଦୁଷ୍କର୍ମ ନେଇ ପୀଡିତା ଭାଉଜ ଧରାକୋଟ ଥାନାରେ ଅଭିଯୋଗ ପରେ ଧରାକୋଟ ପୋଲିସ ଥାନା କେସ ନଂ 161/22 ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଅଭିଯୁକ୍ତ ଦିଅରକୁ କୋର୍ଟ ଚାଲାଣ କରାଯାଇଥିବା ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.