ଝରୀଗାଁ :-
ଆଜି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଜାତିସଙ୍ଘ ର କାର୍ଯ୍ୟକର୍ତାମାନେ ଏକତ୍ରିତ ହୋଇ ନବରଙ୍ଗପୁର SP ଅଫିସ ରେ ପହଂଚି ନୂତନ ଭାବେ ନବରଙ୍ଗପୁର ଜିଲ୍ଲା ର SP ଦାୟିତ୍ୱ ରେ ଯୋଗଦେଇଥିବା ମିସ ଏସ ସୁଶ୍ରୀ ଙ୍କୁ ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଛନ୍ତି.ଜିଲ୍ଲା ସଭାପତି ଅର୍ଜୁନ ସମରଥ, ଜିଲ୍ଲା ଉପସଭାପତି ନିଧି ନାୟକ, ଜିଲ୍ଲା ସମ୍ପାଦକ ଡମ୍ବରୁଧର ହରିଜନ,ଜିଲ୍ଲା କୋଷାଧକ୍ଷ ଭଗତ ନାୟକ, ଜିଲ୍ଲାସଭ୍ୟ ପବିତ୍ର ପନକା, ପାପଡାହାଣ୍ଡି ବ୍ଲକ ସଭାପତି ଈଶ୍ୱର ମିର୍ଗାନ, ପାପଡାହାଣ୍ଡି ବ୍ଲକ ସମ୍ପାଦକ ଗୋବିନ୍ଦ ମିର୍ଗାନ,ବ୍ଲକ ସଭ୍ୟ ଦିବାକର ପନକା,ପଂଚାୟତ ସଭାପତି ସମାରୁ ପନକା, ଡ଼ଙ୍ଗରିଗୁଡା ପଂଚାୟତ ସଭାପତି ଭଗତ ହରିଜନ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଝରୀଗାଁ ରୁ ଭଗତରାମ ଭତରା ଙ୍କ ରିପୋର୍ଟ

