Type Here to Get Search Results !

ବଡଓଲମା ପଞ୍ଚାୟତରେ ପ୍ରତାମଥର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହେଲେ ୭ଟି ପରିବାର


ଡାବୁଗାଁ :-

ଡାବୁଗାଁ ବ୍ଲକ ବଡଓଲମ ପଞ୍ଚାୟତରେ ଆଜି ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ବୁଝିବା ସହ 7ଟି ଗରିବପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ସରପଞ୍ଚ ।ବଡଓଲମ ପଞ୍ଚାୟତରେ ପ୍ରତାମଥର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହେଲେ ୭ଟି ପରିବାର।  ଆଜି ଏହି ଅବସରରେ ଉପସ୍ଥିତ ଥିଲେ ବଡ଼ଅଲମା ପଞ୍ଚାୟତ ନିର୍ବାହୀ ଅଧିକାରି,ନୟବ ସରପଞ୍ଚ , ବାରିଷ୍ଟ ବିଜେପି ନେତା ରାଜେନ୍ଦ୍ର ବିଷୟି, ଜଗଦୀଶ,ହେମାନନ୍ଦ,ଡ଼ମରୁ ନିରଞ୍ଜନ,ଖଗୁ,ଭବାନୀ,ବସୁ,ଅମିତ ଏବଂ ଗ୍ରାମବାସୀ ।ତଥା ସାତ ଗୋଟି ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହଇଥିବା ପରିବାରର ସଦସ୍ୟ ମାନେ।

ଡାବୁଗାଁ ରୁ ସବ୍ୟସାଚୀ ଭରତିଆ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.