Type Here to Get Search Results !

ଲଖନପୁର ଅଞ୍ଚଳରେ ଯୋଗେଶ ସିଂ ଙ୍କ ଅଳକା ଙ୍କ ପାଇଁ ପ୍ରଚାର

 

ଲଖନପୁର :-

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ ରେ ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଯୋଗେଶ ସିଂ। ଆଗକୁ ଅଛି ଉପନିର୍ବାଚନ ଓ ସେଥିରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ରେ ବିଧାୟକ ପ୍ରାର୍ଥନା ଅଳକା ମହାନ୍ତି ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ତେଲେନପାଲି ପଞ୍ଚାୟତ ର ସରପଞ୍ଚ ଆକାଶ ସାହୁ, ଭାଇସ ଚୈୟାରମେନ ଅରୁଣ ପ୍ରଧାନ ଓ କୁମ୍ଭାରବନ୍ଧ ପଞ୍ଚାୟତ ର ଜନପ୍ରତିନିଧି ଏବଂ ସ୍ଥାନୀୟ ନେତୃତ୍ୱ ଙ୍କ ସହ ଆଲୋଚନା କରି ଶ୍ରୀମାନ ଯୋଗେଶ ସିଂ ସମସ୍ତ କର୍ମୀମାନଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଲଖନପୁର ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.