ଡେଲାଙ୍ଗ :-
ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ତ୍ରିପାଠୀ ଙ୍କୁ ଚିଠି ସଂଖ୍ୟା-୨୦୪୨ ଅନୁଯାୟୀ କାର୍ଯ୍ୟ ରେ ଅବହେଳା ଏବଂ କାର୍ଯ୍ୟାଳୟରେ ଅନୁପସ୍ଥିତ ଓ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ ପାଳନ ନ କରିବା ନେଇ ପୁରୀ ଜିଲ୍ଲାପାଳ ଙ୍କ ଅବଗତ ହେବାପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିର୍ବାହୀ ଅଧିକାରୀ ବଳଭଦ୍ର ତ୍ରିପାଠୀ ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିବା ସହ ପିପିଲି ବ୍ଲକ କୁ ସ୍ଥାନାନ୍ତରିତ କରାଯାଇଥିବା ଡେଲାଙ୍ଗ ବ୍ଲକ ବିଡ଼ିଓ ଦୀଲ୍ଲିପ କୁମାର ଷଡଙ୍ଗୀ ଙ୍କ ଠାରୁ ସୂଚନା ମିଳିଛି। ପୁରୀ ରୁ ପ୍ରଦୀପ ନାୟକ ଙ୍କ ରିପୋର୍ଟ

