Type Here to Get Search Results !

ନାବାଳିକା କୁ ଦୁଷ୍କର୍ମ, ଯେସିବି ଡ୍ରାଇଭର ଗିରଫ

 

ନବରଙ୍ଗପୁର :-

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା  ର ଜଣେ ୧୭ବର୍ଷୀୟା ନାବାଳିକା କୁ ଦୁଷ୍କର୍ମ କରି ଜଣେ ଗିରଫ। ସୂଚନୁଯାୟୀ  ରାସ୍ତା କାମ ପାଇଁ କେମ୍ପ କରି ରହୁଥିବା JCB ଡ୍ରାଇଭର ଜିତେନ୍ଦ୍ର କୁମାର ପଟେଲ ପ୍ରତିଦିନ ମୋବାଇଲ ଚାର୍ଜ କରିବାକୁ ପିଡୀତା ଙ୍କ ଘରକୁ ଯାଉଥଲେ। ଗତ କୋଡିଏ ତାରିଖ ଦିନ ମୋବାଇଲ ଚାର୍ଜ କରିବାକୁ ଯାଇଥିବା ସମୟରେ ଘରେ ପିଡ଼ିତା ଙ୍କ ପରିବାର ଲୋକେ ନଥିବା ସୁଯୋଗ ଦେଖି ପାଖ ଜଙ୍ଗଲ ରେ ଘରୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ପିଡ଼ିତା ପରିବାର ଲୋକଙ୍କୁ ଜଣେଇ କୁନ୍ଦେଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ପିଡ଼ିତା ଙ୍କ ଅଭିଯୋଗ ଆଧାରରେ କୁନ୍ଦେଇ ପୋଲିସ ଅଭିଯୁକ୍ତ ଜିତେନ୍ଦ୍ର କୁମାର ପଟେଲ କୁ ଗିରଫ କରିଥିବା ଜଣାପଡିଛି ।  ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.