Type Here to Get Search Results !

ମାନସିକ ଅନଗ୍ରସର ଙ୍କୁ ଖାଦ୍ୟ ବଣ୍ଟନ କଲା WHRPO ଝାରସୁଗୁଡ଼ା ଶାଖା

 

ଝାରସୁଗୁଡ଼ା :-

ଆଜି ପିପୂଲସ ଫୋରମ୍ ପକ୍ଷରୁ ନୂତନ ମିଶନ ଆଶ୍ରା ଗୃହ ଉଦ୍ଘାଟିତ ଅବସରରେ ଝାରସୁଗୁଡ଼ା ୱର୍ଲ୍ଡ ହ୍ୟୁମାନ ରାଇଟ ପ୍ରୋଟେକସନ୍ ଅର୍ଗାନାଇଯେଶନ (WHRPO) ପକ୍ଷରୁ ମାନସିକ ଅନଗ୍ରସର ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଙ୍କ ହସ୍ତରେ ଏହି ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଥିଲା। 



ଏହି କାର୍ଯ୍ୟକ୍ରମ କୁ ଝାରସୁଗୁଡ଼ା ସଭାପତି ଶ୍ରୀ ଅଭିଷେକ ଲାଠ ଙ୍କ ତତ୍ତ୍ଵାବଧାନରେ ରେ , ଜିଲ୍ଲା ସମ୍ପାଦକ ଶ୍ରୀ ମଦନାନନ୍ଦ ମଲ୍ଲିକ , ମନମୋହନ ପଣ୍ଡିତ ତଥା ଅନ୍ୟାନ୍ୟ WHRPO ସଦସ୍ୟ ଉପସ୍ଥିତ ରହି ସୁରୁଖୁରୁରେ ସମ୍ପାଦନ କରିଥିଲେ। ଆଗାମୀ ଦିନରେ ମାନବାଧିକାର ଆଇନ୍ କୁ ନେଇ ଆଗକୁ ଆହୁରି ଜନମଙ୍ଗଳ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଲାଠ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.