Type Here to Get Search Results !

MCL ଲଖନପୁର କୁ ମିଳିଲା ଜାତୀୟ ସୁରକ୍ଷା ପୁରସ୍କାର

 

ଲଖନପୁର :-

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ହୋଇଥିବା ସୁରକ୍ଷା ବୈଠକ ରେ MCL ଲଖନପୁର ଖୋଲମୁହଁ ଖଣିକୁ ମିଳିଛି ଜାତୀୟ ସୁରକ୍ଷା ପୁରସ୍କାର। କୋଲ ମାଇନ ରେ ଦୁର୍ଘଟଣା କୁ ରୋକିବାରେ ଲଖନପୁର ଖୋଲମୂହଁ ଖଣି ବେଶ୍ ସଫଳ ହୋଇଥିବା ସହ ଦୁର୍ଘଟଣା ହାର ବହୁତ୍ କାମ ଅଛି। ଏନେଇ ପ୍ରୋଜେକ୍ଟ ଅଫିସର ଶ୍ରୀ ଭି କେ ସିଂହ ଓ ୱାର୍କ ମ୍ୟାନ ମାଇନିଙ୍ଗ ଶ୍ରୀ ଅର୍ଜୁନ ଚନ୍ଦ୍ର ବେହେରା  କ୍ୟାବିନେଟ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ଯାଦବ ଙ୍କ ଠାରୁ ଜାତୀୟ ସୁରକ୍ଷା ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର  ପାଇବା ପରେ ସମଗ୍ର କର୍ମଚାରୀ ମହଲରେ ଖୁସି ର ବାତାବରଣ ସୃଷ୍ଟି ହୋଇଛି। ଲଖନପୁର ରୁ ସମୀର ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.