Type Here to Get Search Results !

ବିଜୟୀ ହେଲେ ସନ୍ତୋଷ ଓ ପଦ୍ମିନୀ

 

ବନ୍ଧବାହାଲ :-

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଦଲଗାଁ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନରେ ଶ୍ରୀ ସନ୍ତୋଷ ରୋହିଦାସ ସରପଞ୍ଚ ରୂପେ ବିଜୟୀ ହୋଇଛନ୍ତି। ସେ ନିକଟସ୍ଥ ପ୍ରତିଦ୍ବନ୍ଦୀ ଦୁର୍ଗା ପ୍ରସାଦ ଗରଡିଆ ଙ୍କୁ ୮୩ ଖଣ୍ଡ ଭୋଟ ରେ ପରାଜିତ କରି ଦାଲଗାଁ ପଞ୍ଚାୟତର ନୂତନ ସରପଞ୍ଚ ରୂପେ ବିଜୟୀ ହୋଇଛନ୍ତି। ସେହିଭଳି ସମିତି ସଭ୍ୟା ପ୍ରାର୍ଥୀ ରୂପେ ଶ୍ରୀମତୀ ପଦ୍ମିନୀ ସିଂ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ବିଶ୍ୱାସ କୁ ସମ୍ମାନ ଦେବାସହ ବିପୁଳ ଭୋଟ ରେ ବିଜୟୀ କରିଥିବାରୁ ଦୁହେଁ ପଞ୍ଚାୟତ ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି।  ବନ୍ଧବାହାଲ ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.