Type Here to Get Search Results !

ପଦ୍ମପୁର ଓକିଲ ସଂଘ ର ସଭାପତି ଭାବରେ ନିର୍ବାଚିତ ହେଲେ ଉମେଶ ଚନ୍ଦ୍ର ସାହୁ


ବରଗଡ଼ (ପଦ୍ମପୁର) :-

ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା ।ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ପଦବୀ ସକାଶେ ସବୁ ମନୋନୟନ କରାଯାଇଥିଲା ।ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଉପ ସଭାପତି ଭାବେ ମାନସ ରଞ୍ଜନ ଭୋଇ, ସମ୍ପାଦକ ଶାନ୍ତନୁ କୁମାର ତ୍ରିପାଠୀ, ସହ ସମ୍ପାଦକ ଚିନ୍ମୟ ପଣ୍ଡା ନିର୍ବାଚିତ ହୋଇଛନ୍ତି ।ଏହା ସହ ବାର୍ ଆସୋସିଏସନର ସାଧାରଣ ପରିଷଦ ସଦସ୍ୟ ନିମନ୍ତେ ୬ ଜଣ ସଭ୍ୟ ନିଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି ।ନିର୍ବାଚନ କୁ ଶ୍ରୀଯୁକ୍ତ ପରମେଶ୍ୱର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାଇତ୍ୱ ତୁଲାଇ ଥିଲେ। ପଦ୍ମପୁର NAC ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.