Type Here to Get Search Results !

ନୂତନ ବ୍ଲକ୍ ଅଧ୍ୟକ୍ଷା ଙ୍କ ବିଧିବଦ୍ଧ ଯୋଗଦାନ

 

ବରଗଡ଼/ପଦପୁର/ପାଇକମାଳ/:- 

ବରଗଡ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତିର ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଅଧ୍ୟକ୍ଷା ପଦରେ ନିର୍ବାଚିତ ହେବା ପରେ ବିଧିବଦ୍ଧ ଭାବେ ଗତକାଲି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ନିକେ ନିର୍ବାଚନ ଲଢ଼ି ଥିବା ପଞ୍ଚାୟତ କେଛୋଦାଦର ଯାଇ ହୀରାପୁର,ଛେଳିଆମାଲ, କେଛୋଦାଦର,ନୂଆଗାଁ,ଝାରମୁଣ୍ଡା ଆଦି ଗ୍ରାମରେ ବୁଲିଛନ୍ତି।ପଞ୍ଚାୟତର ଜନସାଧାରଣ ଲୋକଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭେଛା ଗ୍ରହଣଥିଲେ।ପାଇକମାଳ ଅଂଚଳର ଛୋଟ ବଡ ସବୁ ସମସ୍ୟା ପାଇଁ ସବୁ ସମୟରେ ତତ୍ପର ରହିବି ବୋଲି ଉଲ୍ଲେଖ କରିଛନ୍ନ୍ତୀ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.