Type Here to Get Search Results !

ରଙ୍ଗତୁଳୀ କଳାକାର ସଂଘ ର ବୈଠକ


ବରଗଡ :-

ବରଗଡ଼ ଜିଲ୍ଲା ରଙ୍ଗତୁଳୀ କଳାକାର ସଂଘ ର ବୈଠକ ଜିଲ୍ଲା ସଭାପତି ମାନନୀୟ ଗଣପତି ବଗର୍ତ୍ତି ଙ୍କ ଅଧ୍ୟକ୍ଷତା ରେ ତା- ୧୩.୩.୨୦୨୨ ରିଖ ରବିବାର ଦିନ ବିଜେପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି |ଏହି ବୈଠକରେ ଶ୍ରୀ ଜୟପ୍ରକାଶ ଗୁପ୍ତା ପରିଚାଳନା କରିଥିଲେ। ଏଥିରେ ସମସ୍ତ ବ୍ଲକ ର ସଭାପତି, ବ୍ଲକ ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ଦିନରେ ରଙ୍ଗ ତୁଲୀ କଳାକାର କିପରି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓ ସମସ୍ତ ସୁବିଧା ସୁଯୋଗ ପାଇବେ ସେ ପ୍ରତି ବିଶେଷ ଆଲୋଚନା କରିବା ସହିତ ସମସ୍ତଙ୍କର ମତାମତ ନିଆଯାଇଥିଲା। 

ପଦ୍ମପୁର ରୁ ନରହରି ବଗର୍ତ୍ତି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.