ବରଗଡ଼ (ପଦ୍ମପୁର) :-
ଆଜି ପୌର ନିର୍ବାଚନ ମଣ୍ଡଳୀରେ ମତ ଗଣନା ଶେଷ ହୋଇଥିବା ବେଳେ ପଦ୍ମପୁର ରୁ ବିଜୁ ଜନତା ଦଳ ଅଧକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ଶ୍ରୀମତୀ ରଞ୍ଜୁ ସେଠ୍ କୁ ୬୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଥିବାବେଳେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ଅଧ୍ୟକ୍ଷା ହେବାର ସୌଭାଗ୍ୟ ଲାଭ କରିଛନ୍ତି ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

