Type Here to Get Search Results !

କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା



ନୂତନ କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ସଂକ୍ଷେପରେ 

⭕ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ 

⭕ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ 

⭕ ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର

⭕ ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ

⭕ ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି 

⭕ ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି

⭕ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ

⭕ ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ

⭕ ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC

⭕ ନନ୍ଦନକାନନ ଆଦି ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି

⭕ ଭିଡକୁ କମାଇବାକୁ ସବୁ ଚେଷ୍ଟା କରିବେ ଦୋକାନୀ ଓ ମଲ ମାଲିକ 

⭕ ଅବହେଳା ଦେଖାଦେଲେ ୭ ଦିନ ପାଇଁ ସିଲ୍ ହେବ ଦୋକାନ-ମଲ

⭕ ସ୍କୁଲ କଲେଜ ଆସେସମେଣ୍ଟ ପରୀକ୍ଷା ପରେ ବନ୍ଦ ରହିବ

⭕ ସ୍କୁଲଗୁଡିକ ଦ୍ୱାଦଶ ପର୍ଯ୍ୟନ୍ତ ବନ୍ଦ ରହିବ

Post a Comment

0 Comments
* Please Don't Spam Here. All the Comments are Reviewed by Admin.