Type Here to Get Search Results !

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହେଲେ କୋରୋନା ଆକ୍ରାନ୍ତ, ଟୁଇଟ କରି ଦେଲେ ସୂଚନା



ଭୁବନେଶ୍ୱର :-

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ହୋଇଛନ୍ତି କରୋନା ଆକ୍ରାନ୍ତ। ଏନେଇ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ କରି ଜଣାଇବା ସହ ସତର୍କ ରହିବାକୁ ସୂଚିତ କରିଛନ୍ତି।


ଗତକାଲି , ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ କୋଭିଦ୍ ରିପୋର୍ଟ ପାଜିଟିଭ ହେବ ପରେ ବର୍ତ୍ତମାନ ସେ ହୋମ ଆଇସୋଲେଶନ ରେ ଥିବା ସୂଚନା ଦେଇଛନ୍ତି। ଏହାସହ ୩ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟ କରାଇ ନେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.