Type Here to Get Search Results !

ଝାରସୁଗୁଡ଼ା ରେ ପାଳନ ହେଲା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ

 

ଝାରସୁଗୁଡ଼ା :-

ଆଜି ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ମନମୋହନ ME ସ୍କୁଲ ପଡିଆରେ ପାଳନ ହୋଇଛି। ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ଦେଇଥିଲେ। ଏହି ସମାରୋହ ରେ ଝାରସୁଗୁଡ଼ା ର ପୋଲିସ, ବିଶିଷ୍ଟ ବ୍ୟକ୍ତିବିଶେଷ, ସାମାଜିକ କର୍ମୀ, ପ୍ରଶାସନିକ ଅଧିକାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ବିଭିନ୍ନ କାର୍ଯ୍ୟରେ କୃତି ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଏଠି ସାଲ, ମାନପତ୍ର ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.