Type Here to Get Search Results !

ବୀର ସୁରେନ୍ଦ୍ର ସାଏଙ୍କ ୨୧୪ ତମ ଜୟନ୍ତୀ ପାଳିତ

 

ଝାରସୁଗୁଡା :-

ସମ୍ମିଳିତ ଆଦିବାସୀ ସମାଜ ତରଫରୁ ଓଡିଶା ମାଟିର ବୀର ପୁତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ ତମ ଜୟନ୍ତୀ ସଭାପତି ମାଧବ ସିଂହ ନାଏକଙ୍କ ସଭାପତିତ୍ୱରେ ପାଳିତ ହୋଇଛି। ମୂଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ଜିଲ୍ଲା ସଭାପତି ଡ଼ମ୍ବରୁଧର ନାଏକ ଯୋଗ ଦେଇ ଝାରସୁଗୁଡା ବିମାନ ବନ୍ଦର ମୂଖ୍ୟ ଦ୍ୱାର ସମ୍ବୁଖରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ବୀରତ୍ବ ଓ ସଂଘର୍ଷମୟ ଜୀବନର ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ସୁବଳ ଧୁରୁଆ, ତ୍ରିଲୋଚନ ଡ଼ନସନା, ଗୁଲବଦନ କୁମୁରା,ବିନୋଦ ବିହାରୀ ବାଗ,ଫକୀରମୋହନ କିସାନ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ





Post a Comment

0 Comments
* Please Don't Spam Here. All the Comments are Reviewed by Admin.