Type Here to Get Search Results !

୨୦୦୦ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ବ୍ରଜରାଜନଗର :-

ଝାରସୁଗୁଡ଼ା ଜିଲ୍ଲା, ବ୍ରଜରାଜନଗର ସ୍ଥିତ ରାଜପୁର ପଞ୍ଚାୟତ ନିକଟରେ ଗଣ୍ଡଘୋରା ଉଚ୍ଚ ବିଦ୍ୟାଳୟ ର ୨୦୦୦ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି। କୋଭିଡ ନିୟମ ପାଳନ ପୂର୍ବକ ୩୦ ଜଣ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ଆଜି ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୧ ବର୍ଷ ପରେ ସମସ୍ତ ପୁରାତନ ବନ୍ଧୁ ଙ୍କୁ ଦେଖି ଏହି ବନ୍ଧୁ ମିଳନ ସମାରୋହ ରେ ଏକ ପ୍ରକାରର ପୁରାତନ ଛାତ୍ର ଜୀବନ ସ୍ମୃତି ଉଦଜିବିତ  ହୋଇ ଉଠିଥିବା ପ୍ରକାଶ କରିଥିଲେ ଗଣ୍ଡଘୋରା ଉଚ୍ଚ ବିଦ୍ୟାଳୟ ର ଏହି ପୁରାତନ ଛାତ୍ରଛାତ୍ରୀ ମାନେ। ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଯଦୁ ନନ୍ଦନ ସାହୁ, ରାଜେଶ୍ ଭୋଇ, ସଞ୍ଜୀବ ଭୋଇ, ଗୁଣ ମନି ସା, ତଥା ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ। ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.